Odia Daily Panji 22nd August 2017

ଅଗଷ୍ଟ ୨୨,୨୦୧୭,ମଙ୍ଗଳବାର ,ସିଂହ ୬ ଦିନ, ଭାଦ୍ରବ ୧୫ଦିନ

ଶ୍ରୀମନ୍ଦିରରେ ଦାବାଗ୍ନି ଲୀଳା

ସୂର୍ଯ୍ୟୋଦୟ: ୫/୩୨/୨୦, ସୂର୍ଯ୍ୟାସ୍ତ: ୬/୦୬/୫୫

ତିଥି:ଶୁକ୍ଳ ପ୍ରତିପଦ ରାତି ୧୦/୦୫ ପର୍ଯ୍ୟନ୍ତ | ମଘା ନକ୍ଷତ୍ର ଦିନ ୩/୧୫,ସିଂହଚନ୍ଦ୍ର ଅହୋରାତ୍ର | ଘାତବାର:ମକର ରାଶି | ଘାତଚନ୍ଦ୍ର: କର୍କଟ ଓ ମକର ରାଶି | ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ: ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପର୍ବଣ | ଯୋଗିନୀ ସ୍ଥିତି: ପୂର୍ବରେ, ରାତି ୧୦/୦୫ ପରେ ଉତ୍ତରରେ, ଯାତ୍ରା ନିଷେଧ | ଶୁଭକର୍ମ: ନାହିଁ | ଶୁଭବେଳା :(ଅମୃତ) ଦିନ ୧୦/୩୦ ରୁ ୧/୦୩ ଓ ରାତି ୬/୫୦ ରୁ ୯/୦୭ | ଅଶୁଭବେଳା : ଦିନ ୭/୦୭ ରୁ ୮/୪୦ | ପୁଷ୍କରଦୋଷ: ଏକପାଦ, ରାତି ୧୦/୦୫ ପରେ ଦ୍ୱିପାଦ |