Odia Daily Panji 22nd December 2017

ଡେସେମ୍ବର ୨୨,୨୦୧୭,ଶୁକ୍ରବାର, ଧନୁ ୭ଦିନ, ପୌଷ ୧୯ଦିନ

ସୂର୍ଯ୍ୟୋଦୟ : ୬/୨୦/୫୯, ସୂର୍ଯ୍ୟାସ୍ତ : ୫/୦୯/୦୩

ତିଥି : ଶୁକ୍ଳ ଚତୁର୍ଥୀ ରାତି ୧୦/୧୨ | ଶ୍ରବଣା ନକ୍ଷତ୍ର ରାତି ୭/୪୪,ମକର ଚନ୍ଦ୍ର ଅହୋରାତ୍ର | ଘାତବାର : ବିଛା,ଧନୁ ଓ ମକର ରାଶି | ଘାତଚନ୍ଦ୍ର : ସିଂହ ରାଶି | ମେଷ,ବୃଷ,କର୍କଟ,ସିଂହ,କନ୍ୟା,ବିଛା,ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଥୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତ କୋଣରେ,୧୦/୧୨ ପରେ ଦକ୍ଷିଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାମକରଣ,ଅନ୍ନପ୍ରାଶନ,ନୌକାଗଠନ,ଦେବତାଗଠନ,ନୂତନ ଯାନ ଆହୋରଣ, ନବବସ୍ତ୍ର ଅଳଙ୍କାର ଧାରଣ | ଶୁଭବେଳା : (ଅମୃତ) ଦିନ ୭/୪୯ ରୁ ୯/୫୯, ଦିନ ୧୨/୦୯ ରୁ ୩/୦୨, ଦିନ ୩/୪୫ ରୁ ୫/୧୧ l ଅଶୁଭବେଳା : ଦିନ ୧୦ ରୁ ୧୧/୪୭ |  ପୁଷ୍କରଦୋଷ : ନାହିଁ |