Odia Daily Panji 22nd February 2018

ଫେବୃଆରି ୨୨, ୨୦୧୮, ଗୁରୁବାର, କୁମ୍ଭ ୧୦ଦିନ, ଫାଲଗୁନ ୨୨ ଦିନ

ସୂର୍ଯ୍ୟୋଦୟ : ୬/୧୫/୦୭, ସୂର୍ଯ୍ୟାସ୍ତ : ୫/୪୫/୦୫

ତିଥି :ଶୁକ୍ଳ ସପ୍ତମୀ ରାତି ୨/୧୯ l ଦ୍ୱିଜା ନକ୍ଷତ୍ର ଦିନ ୧/୫୬, ମେଷ ଚନ୍ଦ୍ର ରାତି ୭/୪୫ | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : ମେଷ ରାଶି, ରାତି ୭/୪୫ ପରେ ବିଛା ରାଶି | ଗତ ଦିବସ ରାଶିମାନଙ୍କର ରାତି ୭/୪୫ ପରେ ମେଷ,ବୃଷ,କର୍କଟ,ସିଂହ,କନ୍ୟା,ବିଛା,ଧନୁ,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ସପ୍ତମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ବାୟବ୍ୟ କୋଣରେ, ରାତି ୨/୧୯ ପରେ ଐଶାନ୍ୟରେ ଯାତ୍ରା ଶୁଭ |  ଶୁଭକର୍ମ : ନୌକାଗଠନ,ବାଣିଜ୍ୟକରଣ,ବିଦ୍ୟାରମ୍ଭ | ଶୁଭବେଳା : (ଅମୃତ) ରାତି ୧/୧୨ ରୁ  ୩/୪୧ (ମାହେନ୍ଦ୍ର) ପ୍ରାତଃରୁ ଦିନ ୭/୪୪, ଦିନ ୧୦/୪୯ ରୁ ୧/୦୮ l  ଅଶୁଭବେଳା : ଦିନ ୨/୫୩ ରୁ ୫/୪୭ l ପୁଷ୍କରଦୋଷ : ଏକପାଦ, ଦିନ ୧/୫୬ ପରେ ଦ୍ୱିପାଦ, ପୁନଶ୍ଚ ରାତି ୨/୧୯ ପରେ ଏକପାଦ |