Odia Daily Panji 22nd January 2018

ଜାନୁୟାରୀ ୨୨,୨୦୧୮, ସୋମବାର, ମକର ୯ଦିନ, ମାଘ ୨୦ଦିନ

ଶ୍ରୀପଞ୍ଚମୀ, ସରସ୍ୱତୀ ପୂଜା,ଭଞ୍ଜ ଜୟନ୍ତୀ,

ଶ୍ରୀଜିଉଙ୍କ ରଥକାଠ ଅନୁକୂଳ

ସୂର୍ଯ୍ୟୋଦୟ : ୬/୨୭/୪୪,   ସୂର୍ଯ୍ୟାସ୍ତ : ୫/୨୮/୧୮

ତିଥି : ଶୁକ୍ଳ ପଞ୍ଚମୀ ଦିନ ୩/୫୮ l ପୂର୍ବଭାଦ୍ର (ମଳ) ନକ୍ଷତ୍ର ଦିନ  ୭/୨୩, ମୀନ ଚନ୍ଦ୍ର ଅହୋରାତ୍ର l ଘାତବାର : ମିଥୁନ ରାଶି l ଘାତଚନ୍ଦ୍ର : ଧନୁ ରାଶି l ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ପଞ୍ଚମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ l  ଯୋଗିନୀ ସ୍ଥିତି :ଦକ୍ଷିଣରେ, ଦିନ ୩/୫୮ ପରେ ପଶ୍ଚିମରେ, ଯାତ୍ରା ଶୁଭ l ଶୁଭକର୍ମ : ନାହିଁ l ଶୁଭବେଳା : (ଅମୃତ) ଦିନ ୧୦/୫୨ ରୁ ୧/୦୫, ରାତି ୬/୨୩ ରୁ ୮/୫୮,ରାତି ୧୧/୩୨ ରୁ ୨/୫୯ (ମାହେନ୍ଦ୍ର) ଦିନ ୩/୧୮ ରୁ ୪/୪୭ l ଅଶୁଭବେଳା : ଦିନ ୭/୫୦ ରୁ ୯/୧୩ l ପୁଷ୍କରଦୋଷ : ଏକପାଦ ,ଦିନ ୭/୨୩ ମଧ୍ୟରେ l