Odia Daily Panji 22nd July 2017

ଜୁଲାଇ ୨୨,୨୦୧୭, ଶନିବାର, କର୍କଟ ୭ଦିନ, ଶ୍ରାବଣ ୧୩ଦିନ

ସୂର୍ଯ୍ୟୋଦୟ : ୫/୨୨/୨୭,   ସୂର୍ଯ୍ୟାସ୍ତ : ୬/୨୩/୪୫

ତିଥି : କୃଷ୍ଣ ଚତୁର୍ଦ୍ଦଶୀ, ରାତି ୬/୫୦ | ନକ୍ଷତ୍ର : ଆଦ୍ରା, ଦିନ ୧/୧୮, ମିଥୁନ ଚନ୍ଦ୍ର ରାତି ୫/୨୪ | ଘାତବାର : ବୃଷ, ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : କନ୍ୟା ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ଧନୁ, ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଦ୍ଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ରାତି ୬/୫୦ ପରେ ଐଶାନ୍ୟ କୋଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୯/୪୩ ରୁ ୧/୧୦ ଓ ରାତି ୮/୩୪ ରୁ ୧୦/୪୭ |  ଅଶୁଭବେଳା : ପ୍ରାତଃରୁ ଦିନ ୭/୦୧, ଦିନ ୪/୪୫ ରୁ ସଂଧ୍ୟା ୬/୨୦ ମଧ୍ୟରେ |  ପୁଷ୍କରଦୋଷ : ଏକପାଦ, ଦିନ ୧/୧୮ ପରେ ଦ୍ୱିପାଦ |