Odia Daily Panji 22nd March 2018

ମାର୍ଚ୍ଚ ୨୨, ୨୦୧୮, ଗୁରୁବାର, ମୀନ ୮ଦିନ, ଚୈତ୍ର ୨୧ଦିନ

ଗୁରୁପଞ୍ଚମୀ ବ୍ରତ

ସୂର୍ଯ୍ୟୋଦୟ : ୫/୫୨/୫୨,   ସୂର୍ଯ୍ୟାସ୍ତ : ୫/୫୪/୨୩

ତିଥି : ଶୁକ୍ଲ ପଞ୍ଚମୀ ଦିନ ୧/୫୬ l କୃତ୍ତିକା ନକ୍ଷତ୍ର ରାତି ୬/୪୪,ବୃଷ ଚନ୍ଦ୍ର ଅହୋରାତ୍ର l ଘାତବାର : ତୁଳା ଓ କୁମ୍ଭ ରାଶି |  ଘାତଚନ୍ଦ୍ର : ବିଛା ରାଶି | ମେଷ,ବୃଷ,କର୍କଟ,ସିଂହ,କନ୍ୟା,ବିଛା,ଧନୁ,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ପଞ୍ଚମୀ ତିଥିର ଏକୋଦ୍ଦିଷ୍ଟ ଏବଂ ଷଷ୍ଠୀର ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ, ଦିନ ୧/୫୬ ପରେ ପଶ୍ଚିମରେ, ଯାତ୍ରା ଶୁଭ l ଶୁଭକର୍ମ: ବିଦ୍ୟାରମ୍ଭ, ନୌକା ଗଠନ, ବାଣିଜ୍ୟକରଣ  | ଶୁଭବେଳା : (ଅମୃତ) ପ୍ରାତଃରୁ ୭/୨୫ ମଧ୍ୟରେ, ଦିନ ୧୦/୩୯ ରୁ ୧/୦୪ ମଧ୍ୟରେ l  ଅଶୁଭବେଳା : ଦିନ ୨/୫୩ ରୁ ୫/୫୫ l  ପୁଷ୍କରଦୋଷ : ରାତି ୬/୪୪ ମଧ୍ୟରେ ଏକପାଦ |