Odia Daily Panji 22nd October 2017

ଅକ୍ଟୋବର ୨୨, ୨୦୧୭, ରବିବାର,ତୁଳା ୬ ଦିନ,କାର୍ତ୍ତିକ ୧୭ଦିନ

ସୂର୍ଯ୍ୟୋଦୟ : ୫/୪୭/୧୫, ସୂର୍ଯ୍ୟାସ୍ତ : ୫/୧୫/୦୩

ତିଥି : ଶୁକ୍ଳ ତୃତୀୟା ରାତି ୪/୪୬ | ବିଶାଖା ନକ୍ଷତ୍ର ଦିନ ୧/୦୦,ତୁଳା ଚନ୍ଦ୍ର ଦିନ ୬/୨୬ | ଘାତବାର: ମେଷ ରାଶି | ଘାତଚନ୍ଦ୍ର : ନାହିଁ | ବୃଷ,ମିଥୁନ,କର୍କଟ, କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ରାତି  ୪/୪୬ ପରେ ନୈଋତ କୋଣରେ, ଯାତ୍ରାଦି ଶୁଭକର୍ମ ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୬/୩୫ ରୁ ୮/୫୧, ଦିନ ୧୧/୫୪ ରୁ ରାତି ୨/୫୫ | ଅଶୁଭବେଳା : ଦିନ ୧୦/୦୫  ରୁ ୧୧/୫୦ | ପୁଷ୍କରଦୋଷ : ଦ୍ୱିପାଦ, ଦିନ ୧/୦୦ ପରେ ଏକପାଦ |