Odia Daily Panji 22nd September 2017

ସେପ୍ଟେମ୍ବର ୨୨, ୨୦୧୭, ଶୁକ୍ରବାର,କନ୍ୟା ୬ ଦିନ,ଆଶ୍ୱିନ ୧୬ଦିନ

ସୂର୍ଯ୍ୟୋଦୟ : ୫/୩୮/୫୮, ସୂର୍ଯ୍ୟାସ୍ତ : ୫/୩୯/୫୮

ତିଥି : ଶୁକ୍ଳ ଦ୍ୱିତୀୟା ଦିନ ୧୦/୨୧ ପର୍ଯ୍ୟନ୍ତ | ଚିତ୍ରା ନକ୍ଷତ୍ର ରାତି ୧୨/୫୯ ପର୍ଯ୍ୟନ୍ତ | କନ୍ୟା ଚନ୍ଦ୍ର ଦିନ ୧୨/୨୬ | ଘାତବାର : ବିଛା,ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : ଦିନ ୧୨/୨୬ ମଧ୍ୟରେ ବୃଷ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ, ଦିନ ୧୦/୨୧ ପରେ ଆଗ୍ନେୟ କୋଣରେ, ଯାତ୍ରା ଶୁଭ |  ଶୁଭକର୍ମ : ଦୀକ୍ଷାଗ୍ରହଣ,ନିଷ୍କ୍ରମଣ,ଅଳଙ୍କାରଭୂଷଣ,ଧାନ୍ୟସ୍ଥାପନ,ବାଣିଜ୍ୟକରଣ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୬/୨୮, ଦିନ ୭/୧୬ ରୁ ୯/୪୦,୧୨/୦୪ ରୁ ୩/୧୬, ୪/୦୯ ରୁ ୫/୩୯,ରାତି ୬/୨୮ ରୁ ୯/୪୦, ୧/୨୪ ରୁ ୩/୧୬ ଓ ୪/୦୩ ରୁ ୫/୩୯ ପର୍ଯ୍ୟନ୍ତ | | ଅଶୁଭବେଳା : ଦିନ ୮/୩୭ ରୁ ୧୦/୩୦ ପର୍ଯ୍ୟନ୍ତ |  ପୁଷ୍କରଦୋଷ : ଦିନ ୧୦/୨୧ ପରେ ଏକପାଦ |