Odia Daily Panji 23rd August 2017

ଅଗଷ୍ଟ ୨୩,୨୦୧୭,ବୁଧବାର ,ସିଂହ ୭ ଦିନ, ଭାଦ୍ରବ ୧୬ଦିନ

ଦ୍ୱିତୀୟା ଚନ୍ଦ୍ର ଦର୍ଶନ,କୁନ୍ତଳା କୁମାରୀଙ୍କ ଶ୍ରାଦ୍ଧ

ସୂର୍ଯ୍ୟୋଦୟ: ୫/୩୨/୩୫, ସୂର୍ଯ୍ୟାସ୍ତ: ୬/୦୬/୦୭

ତିଥି: ଶୁକ୍ଳ ଦ୍ୱିତୀୟା ରାତି ୮/୪୨ ପର୍ଯ୍ୟନ୍ତ | ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର ଦିନ ୨/୨୫,ସିଂହ ଚନ୍ଦ୍ର ରାତି ୮/୨୦ | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : କର୍କଟ ଓ ମକର ରାଶି | ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି: ଉତ୍ତରରେ, ରାତି ୮/୪୨ ପରେ ଆଗ୍ନେୟ କୋଣରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୯/୪୩ ରୁ ୧୧/୨୨, ଦିନ ୩/୩୨ ରୁ ସଂଧ୍ୟା ୫/୧୩ | ଅଶୁଭବେଳା : ଦିନ ୮/୪୧ ରୁ ୯/୪୨ | ପୁଷ୍କରଦୋଷ: ଏକପାଦ, ଦିନ ୨/୨୫ ପରେ ଦ୍ୱିପାଦ |