Odia Daily Panji 23rd December 2017

ଡିସେମ୍ବର ୨୩,୨୦୧୭, ଶନିବାର, ଧନୁ ୮ଦିନ, ପୌଷ ୨୦ଦିନ

ସୂର୍ଯ୍ୟୋଦୟ : ୬/୨୧/୨୮,   ସୂର୍ଯ୍ୟାସ୍ତ : ୫/୦୯/୩୪

ତିଥି : ଶୁକ୍ଳ ପଞ୍ଚମୀ ରାତି ୧୨/୧୦ | ଧନିଷ୍ଠା ନକ୍ଷତ୍ର ରାତି ୧୦/୧୨, ମକରଚନ୍ଦ୍ର ଦିନ ୯/୦୦ | ଘାତବାର : ବୃଷ,ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : ସିଂହ | ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ପଞ୍ଚମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ ରାତି ୧୨/୧୦ ପରେ ପଶ୍ଚିମକୁ ଯାତ୍ରା ନିଷେଧ l  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୫୦ ରୁ  ଦିନ ୯/୫୯,ଦିନ ୧୨/୦୯ ରୁ ଦିନ ୩/୦୨, ଦିନ ୩/୪୫ ରୁ ସନ୍ଧ୍ୟା ୫/୧୨ l ଅଶୁଭବେଳା : ଦିନ ୭/୪୫ ମଧ୍ୟରେ l  ପୁଷ୍କରଦୋଷ : ଏକପାଦ|