Odia Daily Panji 23rd February 2018

ଫେବୃଆରି ୨୩, ୨୦୧୮, ଶୁକ୍ରବାର, କୁମ୍ଭ ୧୧ଦିନ, ଫାଲଗୁନ ୨୩ ଦିନ

ସୂର୍ଯ୍ୟୋଦୟ : ୬/୧୪/୨୭,   ସୂର୍ଯ୍ୟାସ୍ତ : ୫/୪୫/୩୧

ତିଥି : ଶୁକ୍ଳ ଅଷ୍ଟମୀ ରାତି ୧୨/୩୫ l କୃତ୍ତିକା ନକ୍ଷତ୍ର ଦିନ ୧/୦୮,ବୃଷ ଚନ୍ଦ୍ର ଅହୋରାତ୍ର l ଘାତବାର : ବିଛା,ଧନୁ ଓ ମୀନ ରାଶି |  ଘାତଚନ୍ଦ୍ର : ବିଛା ରାଶି | ମେଷ,ବୃଷ,କର୍କଟ,ସିଂହ,କନ୍ୟା,ବିଛା,ଧନୁ,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଅଷ୍ଟମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଐଶାନ୍ୟରେ ରାତି ୧୨/୩୫ ପରେ ପୂର୍ବରେ ଯାତ୍ରା ନିଷେଧ l ଶୁଭକର୍ମ:ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୪୩ ମଧ୍ୟରେ, ୮/୩୦ ରୁ ୧୦/୪୯, ୧/୦୮ ରୁ ୨/୪୧, ୪/୧୪ ରୁ ୫/୪୭, ରାତି ୭/୨୬ ରୁ ୯/୦୫, ରାତି ୩/୪୧ ରୁ ୪/୩୧ (ମାହେନ୍ଦ୍ର) ରାତି ୧୦/୪୪ ରୁ ୧୧/୩୪, ରାତି ୪/୩୧ ରୁ ନିଶାନ୍ତ ୬/୧୦ l ଅଶୁଭବେଳା : ଦିନ ୧୦/୫୦ ରୁ ୧୧/୫୯୪ l   ପୁଷ୍କରଦୋଷ : ଦିନ ୧/୦୮ ମଧ୍ୟରେ ଏକପାଦ |