Odia Daily Panji 23rd January 2018

ଜାନୁୟାରୀ ୨୩,୨୦୧୮ ,ମଙ୍ଗଳବାର, ମକର  ୧୦ଦିନ, ମାଘ ୨୧ଦିନ

ନେତାଜୀ ସୁଭାଷ ଓ ସୁରେନ୍ଦ୍ର ସାଏ ଜୟନ୍ତୀ

ସୂର୍ଯ୍ୟୋଦୟ : ୬/୨୭/୩୭,   ସୂର୍ଯ୍ୟାସ୍ତ : ୫/୨୮/୫୫

ତିଥି : ଶୁକ୍ଳ ଷଷ୍ଠୀ ଦିନ ୪/୧୧ l ଉତ୍ତରଭାଦ୍ର ନକ୍ଷତ୍ର ଦିନ ୮/୨୩, ମୀନ ଚନ୍ଦ୍ର ଅହୋରାତ୍ର l ଘାତବାର : ମକର ରାଶି l ଘାତଚନ୍ଦ୍ର : ଧନୁ ରାଶି l ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ :  ଷଷ୍ଠୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ l ଯୋଗିନୀ ସ୍ଥିତି : ପଶ୍ଚିମରେ, ଦିନ ୪/୧୧ ପରେ ବାୟବ୍ୟରେ, ଯାତ୍ରା ନିଷେଧ l ଶୁଭକର୍ମ : ନାହିଁ l ଶୁଭବେଳା : (ଅମୃତ) ଦିନ ୮/୩୯ ରୁ ୧୦/୫୨, ଦିନ ୧/୦୬ ରୁ ୨/୩୪,ଦିନ ୩/୧୯ ରୁ ୪/୪୭ l  ଅଶୁଭବେଳା : ଦିନ ୭/୫୦ ରୁ ୮/୩୮, ରାତି ୭/୦୯ ରୁ ୮/୪୬ l  ପୁଷ୍କରଦୋଷ ଏକପାଦ,ଦିନ ୪/୧୧ ପରେ ଦ୍ୱିପାଦ l