Odia Daily Panji 23rd July 2017

ଜୁଲାଇ ୨୩,୨୦୧୭, ରବିବାର, କର୍କଟ ୮ଦିନ, ଶ୍ରାବଣ ୧୪ଦିନ

ଚିତାଲାଗି ଅମାବାସ୍ୟା, ସୂର୍ଯ୍ୟମହତୀ ସ୍ନାନ

ସୂର୍ଯ୍ୟୋଦୟ : ୫/୨୨/୫୦,   ସୂର୍ଯ୍ୟାସ୍ତ : ୬/୨୩/୨୫

ତିଥି : ଅମାବାସ୍ୟା, ଦିନ ୩/୩୪ | ନକ୍ଷତ୍ର : ପୁନର୍ବସୁ, ଦିନ ୧୦/୪୫, କର୍କଟ ଚନ୍ଦ୍ର ଅହୋରାତ୍ର | ଘାତବାର : ମେଷ ରାଶି | ଘାତଚନ୍ଦ୍ର : ନାହିଁ | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, କର୍କଟ, ସିଂହ, କନ୍ୟା, ତୁଳା, ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଏବଂ ପ୍ରତିପଦର ବାର୍ବଣ |  ଯୋଗିନୀ ସ୍ଥିତି : ଐଶାନ୍ୟ କୋଣରେ, ଦିନ ୩/୩୪ ପରେ ପୂର୍ବରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ୬/୧୫ ରୁ ୯/୪୩, ରାତି ୭/୫୦ ରୁ ୯/୧୮, (ମାହେନ୍ଦ୍ର) ପ୍ରାତଃରୁ ୬/୧୫ ମଧ୍ୟରେ |  ଅଶୁଭବେଳା : ଦିନ ୧୦/୧୫ ପରେ ୧/୩୦ |  ପୁଷ୍କରଦୋଷ : ଦ୍ୱିପାଦ, ଦିନ ୧୦/୪୫ ପରେ ଏକପାଦ |