Odia Daily Panji 23rd March 2018

ମାର୍ଚ୍ଚ ୨୩, ୨୦୧୮, ଶୁକ୍ରବାର, ମୀନ ୯ଦିନ, ଚୈତ୍ର ୨୨ଦିନ

ପୀଠେ ବାସନ୍ତିକ ମହାସପ୍ତମୀ, ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା

ସୂର୍ଯ୍ୟୋଦୟ : ୫/୫୨/୦୨,   ସୂର୍ଯ୍ୟାସ୍ତ : ୫/୫୪/୩୯

ତିଥି : ଶୁକ୍ଲ ଷଷ୍ଠୀ ଦିନ ୧୨/୦୮ l ରୋହିଣୀ ନକ୍ଷତ୍ର ସନ୍ଧ୍ୟା ୫/୩୨,ବୃଷ ଚନ୍ଦ୍ର ରାତି ୪/୫୫ l ଘାତବାର : ବିଛା,ଧନୁ ଓ ମୀନ ରାଶି |  ଘାତଚନ୍ଦ୍ର : ବିଛା ରାଶି | ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଷଷ୍ଠୀ ତିଥିର ଏକୋଦ୍ଦିଷ୍ଟ ଓ ସପ୍ତମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ଦିନ ୧୨/୦୮ ପରେ ବାୟବ୍ୟ କୋଣକୁ ଯାତ୍ରା ଶୁଭ l ଶୁଭକର୍ମ: ଅନ୍ନପ୍ରାଶନ,ନାମକରଣ,ବ୍ରତୋପନୟନ,ଗୃହପ୍ରତିଷ୍ଠା,ଦେବତା ଗଠନ,ଜଳାଶୟ ଆରମ୍ଭ ଓ ପ୍ରତିଷ୍ଠା  | ଶୁଭବେଳା : (ଅମୃତ) ଦିନ ୮/୧୩  ରୁ ୧୦/୩୮ (ମାହେନ୍ଦ୍ର) ୧୦/୩୯ ରୁ ଦିନ ୧୧/୨୭, ଦିନ ୧/୦୪ ରୁ ୨/୪୧, ଦିନ ୪/୧୮ ରୁ ୫/୫୫ l ଅଶୁଭବେଳା : ରାତି ୮/୫୩ ରୁ ରାତି ୧୦/୨୨ l  ପୁଷ୍କରଦୋଷ : ଏକପାଦ, ଦିନ ୧୨/୦୮ ପରେ |