Odia Daily Panji 23rd November 2017

ନଭେମ୍ବର ୨୩, ୨୦୧୭, ଗୁରୁବାର,ବିଛା ୮ଦିନ,ମାର୍ଗଶିର ୧୯ଦିନ

କୁରାଳ ପଞ୍ଚମୀ,୩ୟ ପାଳି ମାଣବସା,ଶରଣ ଆରମ୍ଭ

ଶ୍ରୀସତ୍ୟସାଇ ଓ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ

ସୂର୍ଯ୍ୟୋଦୟ : ୬/୦୩/୩୭, ସୂର୍ଯ୍ୟାସ୍ତ : ୫/୦୨/୧୩

ତିଥି : ଶୁକ୍ଳ ପଞ୍ଚମୀ ଦିନ ୫/୨୮ | ପୂର୍ବାଷାଢା ନକ୍ଷତ୍ର ଦିନ ୭/୪୧,ଧନୁ ଚନ୍ଦ୍ର ଦିନ ୨/୨୮ | ଘାତବାର: ତୁଳା,କୁମ୍ଭ | ଘାତଚନ୍ଦ୍ର : ତୁଳା କୁମ୍ଭ | ମେଷ,ବୃଷ,କର୍କଟ,ସିଂହ,କନ୍ୟା,ବିଛା,ଧନୁ,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଦକ୍ଷିଣରେ, ନିଶାନ୍ତ ୫/୨୮ ପରେ ପଶ୍ଚିମରେ, ଯାତ୍ରା ଶୁଭ | ଶୁଭକର୍ମ : ଦେବତା ପ୍ରତିଷ୍ଠା,ଗୃହାରମ୍ଭ,ଗୃହ ପ୍ରବେଶ,ବାଣିଜ୍ୟକରଣ | ଶୁଭବେଳା : (ଅମୃତ) ଦିନ ୧/୨୪ ରୁ ୨/୫୧ | ରାତି ୩/୫୪ ରୁ ୯/୨୩ | ଅଶୁଭବେଳା : ଦିନ ୨/୫୨  ରୁ ୫/୦୨ | ପୁଷ୍କରଦୋଷ : ଦିନ ୭/୪୧ ପରେ ଏକପାଦ |