Odia Daily Panji 23rd October 2017

ଅକ୍ଟୋବର ୨୩, ୨୦୧୭, ସୋମବାର,ତୁଳା ୭ଦିନ,କାର୍ତ୍ତିକ ୧୮ଦିନ

ନାଗ ଚତୁର୍ଥୀ,ଭଗବତୀ ଚରଣ ପାଣିଗ୍ରାହୀଙ୍କ ଶ୍ରାଦ୍ଧ

ସୂର୍ଯ୍ୟୋଦୟ : ୫/୪୭/୩୭, ସୂର୍ଯ୍ୟାସ୍ତ : ୫/୧୪/୨୨

ତିଥି : ଶୁକ୍ଳ ଚତୁର୍ଥୀ ଅହୋରାତ୍ର | ଅନୁରାଧା ନକ୍ଷତ୍ର ଦିନ ୩/୩୫ | ବିଛା ଚନ୍ଦ୍ର ଅହୋରାତ୍ର |  ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ନାହିଁ | ବୃଷ,ମିଥୁନ,କର୍କଟ,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ପୂର୍ବଷାଢା,ଶ୍ରବଣା,ଶତଭିଷା,ଉତ୍ତରଭାଦ୍ର,ଅଶ୍ୱିନୀ,ଦ୍ୱିଜା,ରୋହିଣୀ,ଆର୍ଦ୍ରା,ପୁଷ୍ୟା,ମଘା,ପୂର୍ବଫାଲ୍‌ଗୁନୀ,ହସ୍ତା,ସ୍ୱାତୀ ଓ ଅନୁରାଧା ନକ୍ଷତ୍ରର ତାରାଶୁଦ୍ଧି |  ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତ କୋଣରେ ଅହୋରାତ୍ର, ଯାତ୍ରାଦି ଶୁଭକର୍ମ ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୨୦ ମଧ୍ୟରେ,୮/୫୦ ରୁ ୧୧/୦୭, ରାତି  ୭/୧୪ ରୁ ୧୧/୦୫ | ଅଶୁଭବେଳା : ଦିନ ୨/୨୧ ରୁ ୩/୪୭ | ପୁଷ୍କରଦୋଷ : ନାହିଁ |