Odia Daily Panji 24th August 2017

ଅଗଷ୍ଟ ୨୪,୨୦୧୭,ଗୁରୁବାର ,ସିଂହ ୮ ଦିନ, ଭାଦ୍ରବ ୧୭ଦିନ

ବାଲି ତୃତୀୟା, ଗୌରୀବ୍ରତ

ସୂର୍ଯ୍ୟୋଦୟ: ୫/୩୨/୫୦, ସୂର୍ଯ୍ୟାସ୍ତ: ୬/୦୫/୨୦

ତିଥି: ଶୁକ୍ଳ ତୃତୀୟା ରାତି ୭/୫୭ ପର୍ଯ୍ୟନ୍ତ | ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର ଦିନ ୨/୧୪ ପର୍ଯ୍ୟନ୍ତ | କନ୍ୟା ଚନ୍ଦ୍ର ଅହୋରାତ୍ର | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର ମିଥୁନ ରାଶି | ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ରାତି ୭/୫୭ ପରେ ନୈଋତରେ, ଯାତ୍ରା ଶୁଭ | ଶୁଭକର୍ମ: ଅନ୍ନପ୍ରାଶନ, ନାମକରଣ, ଅଳଙ୍କାରଧାରଣ, ଦେବତାଗଠନ, ଦୀକ୍ଷାଗ୍ରହଣ | ଶୁଭବେଳା: (ଅମୃତ) ଦିନ ୧୦/୩୨ ରୁ ୧/୦୨ ଓ ରାତି ୧୨/୫୭ ରୁ ୩/୧୫ | ଅଶୁଭବେଳା : ଦିନ ୨/୫୪ ରୁ ସଂଧ୍ୟା ୬/୧ | ପୁଷ୍କରଦୋଷ: ଏକପାଦ |