Odia Daily Panji 24th December 2017

ଡିସେମ୍ବର ୨୪,୨୦୧୭, ରବିବାର, ଧନୁ ୯ଦିନ, ପୌଷ ୨୧ଦିନ

ବରଗଡରେ ଧନୁଯାତ୍ରା ଆରମ୍ଭ

ସୂର୍ଯ୍ୟୋଦୟ : ୬/୨୧/୫୬, ସୂର୍ଯ୍ୟାସ୍ତ : ୫/୧୦/୦୪

ତିଥି :ଶୁକ୍ଳ ଷଷ୍ଠୀ ରାତି ୧/୩୪  l ଶତଭିଷା ନକ୍ଷତ୍ର ରାତି ୧୨/୦୮, କୁମ୍ଭ ଚନ୍ଦ୍ର ଅହୋରାତ୍ର | ଘାତବାର : ମେଷ ରାଶି | ଘାତଚନ୍ଦ୍ର : ମିଥୁନ ଓ ମୀନ ରାଶି | ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଷଷ୍ଠୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ରାତି ୧/୩୪ ପରେ ବାୟବ୍ୟ କୋଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାମକରଣ,ଅନ୍ନପ୍ରାଶନ,ଦେବତାଗଠନ,ବାଣିଜ୍ୟ କରଣ | ଶୁଭବେଳା : (ଅମୃତ) ଦିନ ୭/୦୭ ରୁ  ୯/୧୭, ଦିନ ୧୨/୧୦ ରୁ ୩/୦୩, ରାତି ୭/୫୧ ରୁ ୯/୩୬ (ମାହେନ୍ଦ୍ର) ଦିନ ୩/୪୬ ରୁ ୪/୨୯ |  ଅଶୁଭବେଳା : ଦିନ ୧୦/୨୭ ରୁ ଦିନ ୧୨/୦୯ l ପୁଷ୍କରଦୋଷ : ଏକପାଦ, ରାତି ୧୨/୦୮ ପରେ ଦ୍ୱିପାଦ,ପୁନଶ୍ଚ ରାତି ୧/୩୪ ପରେ ତିନିପାଦ |