Odia Daily Panji 24th February 2018

ଫେବୃଆରି ୨୪, ୨୦୧୮, ଶନିବାର, କୁମ୍ଭ ୧୨ଦିନ, ଫାଲଗୁନ ୨୪ ଦିନ

ଫଗୁଦଶମୀ

ସୂର୍ଯ୍ୟୋଦୟ : ୬/୧୩/୪୬,   ସୂର୍ଯ୍ୟାସ୍ତ : ୫/୪୫/୫୬

ତିଥି : ଶୁକ୍ଳ ନବମୀ ରାତି ୧୦/୨୮ | ରୋହିଣୀ ନକ୍ଷତ୍ର ଦିନ ୧୧/୫୫, ବୃଷ ଚନ୍ଦ୍ର ରାତି ୧୧/୧୦ | ଘାତବାର : ବୃଷ,ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : ବିଛା ରାଶି, ରାତି ୧୧/୧୦ ପରେ କନ୍ୟା ରାଶି | ଗତ ଦିବସ ରାଶିମାନଙ୍କର, ରାତି ୧୧/୧୦ ପରେ ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି  l ସାମ୍ବତ୍ସରିକ ଶ୍ରାଦ୍ଧ : ନବମୀ ତିଥିର ଏକୋଦ୍ଦିଷ୍ଟ ଓ  ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ରାତି ୧୦/୨୮ ପରେ ଉତ୍ତରରେ ଯାତ୍ରା ନିଷେଧ l  ଶୁଭକର୍ମ: ନାହିଁ | ଶୁଭବେଳା : (ଅମୃତ) ଦିନ ୧୦/୦୨ ରୁ  ୧/୦୮,  ରାତି ୮/୧୬ ରୁ ୧୦/୪୪, ୧୨/୨୩ ରୁ ୨/୦୨, ରାତି ୩/୪୦ ରୁ ନିଶାନ୍ତ ୫/୨୦ l  ଅଶୁଭବେଳା : ପ୍ରାତଃରୁ ଦିନ ୭/୩୭ ମଧ୍ୟରେ, ଦିନ ୪/୨୦ ରୁ ୫/୪୮, ଦିନ ୧/୨୬ ରୁ ୨/୫୩ l  ପୁଷ୍କରଦୋଷ : ଏକପାଦ |