Odia Daily Panji 24th January 2018

ଜାନୁୟାରୀ ୨୪,୨୦୧୮, ବୁଧବାର, ମକର  ୧୧ଦିନ, ମାଘ ୨୨ଦିନ

ତିଳ ସପ୍ତମୀ,ଚନ୍ଦ୍ରଭାଗା ସ୍ନାନ,ରବି ମହାଗ୍ରହ ଜୟନ୍ତୀ,

ଅଭିମନ୍ୟୁ ଜୟନ୍ତୀ,ଅତିବଡି ଜଗନ୍ନାଥ ଦାସଙ୍କ ତିରୋଧାନ

ସୂର୍ଯ୍ୟୋଦୟ : ୬/୨୭/୨୯,   ସୂର୍ଯ୍ୟାସ୍ତ : ୫/୨୯/୩୫

ତିଥି : ଶୁକ୍ଳ ସପ୍ତମୀ ଦିନ ୩/୪୯ l ରେବତୀ ନକ୍ଷତ୍ର ଦିନ  ୮/୪୬, ମୀନ ଚନ୍ଦ୍ର ଦିନ ୮/୪୬ l ଘାତବାର : କର୍କଟ ରାଶି l ଘାତଚନ୍ଦ୍ର : ଧନୁ ରାଶି l ମେଷ,ମିଥୁନ,କର୍କଟ,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ସପ୍ତମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ l  ଯୋଗିନୀ ସ୍ଥିତି :ବାୟବ କୋଣରେ, ଦିନ ୩/୪୯ ପରେ ଐଶାନ୍ୟରେ, ଯାତ୍ରା ଶୁଭ l ଶୁଭକର୍ମ : ନାମକରଣ,ଅନ୍ନପ୍ରାଶନ,ଚୂଡାକରଣ, ନୌକାଗଠନ,ଦେବତା ଗଠନ ଓ ବୀଜବପନ l ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୫୫ ମଧ୍ୟରେ ଦିନ ୧୦/୦୮ ଙ୍ଖୁ ୧୧/୩୬, ଦିନ ୩/୧୮ ରୁ ୪/୪୭ (ମାହେନ୍ଦ୍ର) ଦିନ ୧/୫୦ ରୁ ୩/୧୮  l ଅଶୁଭବେଳା : ଦିନ ୯/୧୩ ରୁ ୧୦/୦୭, ରାତି ୮/୫୮ ରୁ ୧୦/୪୧ l ପୁଷ୍କରଦୋଷ : ଏକପାଦ l