Odia Daily Panji 24th July 2017

ଜୁଲାଇ ୨୪,୨୦୧୭, ସୋମବାର, କର୍କଟ ୯ଦିନ, ଶ୍ରାବଣ ୧୫ଦିନ

ଦ୍ୱିତୀୟା ଚନ୍ଦ୍ରଦର୍ଶନ

କାଉଡ଼ିଆଙ୍କ ଜଳାଭିଷେକ ଯାତ୍ରା

ସୂର୍ଯ୍ୟୋଦୟ : ୫/୨୩/୧୩,   ସୂର୍ଯ୍ୟାସ୍ତ : ୬/୨୨/୫୫

ତିଥି : ଶୁକ୍ଳ ପ୍ରତିପଦ୍, ଦିନ ୧୨/୨୭ | ନକ୍ଷତ୍ର : ପୁଷ୍ୟା, ଦିନ ୮/୨୫, କର୍କଟ ଚନ୍ଦ୍ର ଅହୋରାତ୍ର | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ନାହିଁ | ଚନ୍ଦ୍ରଶୁଦ୍ଧି : ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ଦେନ ୧୨/୨୭ ପରେ ଉତ୍ତରରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୦୮ ଏବଂ ଦିନ ୧୦/୩୫ ରୁ ୧/୧୦ ମଧ୍ୟରେ |  ଅଶୁଭବେଳା : ଦିନ ୭/୧୦ ରୁ ୮/୩୮ ମଧ୍ୟରେ |  ପୁଷ୍କରଦୋଷ : ଦିନ ୧୨/୨୭ ପରେ ଏକପାଦ |