Odia Daily Panji 24th March 2018

ମାର୍ଚ୍ଚ ୨୪, ୨୦୧୮, ଶନିବାର, ମୀନ ୧୦ଦିନ, ଚୈତ୍ର ୨୩ଦିନ

ଅଶୋକାଷ୍ଟମୀ, ଶ୍ରୀଲିଙ୍ଗରାଜ ଦେବଙ୍କ ରଥଯାତ୍ରା

ସୂର୍ଯ୍ୟୋଦୟ : ୫/୫୧/୦୯,   ସୂର୍ଯ୍ୟାସ୍ତ : ୫/୫୪/୫୫

ତିଥି : ଶୁକ୍ଲ ସପ୍ତମୀ ଦିନ ୧୦/୦୩ l ମୃଗଶିରା ନକ୍ଷତ୍ର ଦିନ ୪/୧୫,ମିଥୁନ ଚନ୍ଦ୍ର ଅହୋରାତ୍ର l ଘାତବାର : ବୃଷ,ସିଂହ ଓ କନ୍ୟା ରାଶି |  ଘାତଚନ୍ଦ୍ର : କନ୍ୟା ରାଶି | ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଅଷ୍ଟମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ବାୟବ୍ୟ କୋଣରେ, ଦିନ ୧୦/୦୩ ପରେ ଐଶାନ୍ୟ କୋଣରେ, ଯାତ୍ରା ନିଷେଧ l ଶୁଭକର୍ମ: ନାହିଁ  | ଶୁଭବେଳା : (ଅମୃତ) ଦିନ ୯/୪୯ ରୁ ୧/୦୪, ରାତି ୮/୧୮ ରୁ ୧୦/୩୯, ରାତି ୧୨/୧୪ ରୁ ୧/୪୮ l  ଅଶୁଭବେଳା : ଦିନ ୪/୨୫ ରୁ ୫/୫୬, ଦିନ ୧/୨୨ ରୁ ୨/୫୩ l  ପୁଷ୍କରଦୋଷ : ଦ୍ୱିପାଦ, ଦିନ  ୧୦/୦୩ ପରେ ଏକପାଦ |