Odia Daily Panji 24th November 2017

ନଭେମ୍ବର ୨୪, ୨୦୧୭, ଶୁକ୍ରବାର,ବିଛା  ୯ଦିନ,ମାର୍ଗଶିର ୨୦ଦିନ

ଓଢଣ ଷଷ୍ଠୀ,ପ୍ରାବରଣ ଉତ୍ସବ

ସୂର୍ଯ୍ୟୋଦୟ : ୬/୦୪/୧୪, ସୂର୍ଯ୍ୟାସ୍ତ : ୫/୦୨/୦୮

ତିଥି : ଶୁକ୍ଳ ଦିନ ୧/୫୨ | ଚିତ୍ରା ନକ୍ଷତ୍ର ଦିନ ୩/୪୫,ତୁଳା ଚନ୍ଦ୍ର ଅହୋରାତ୍ର | ଘାତବାର: ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : ନାହିଁ | ମେଷ,ବୃଷ,କର୍କଟ,ସିଂହ,ତୁଳା,ବିଛା,ଧନୁ ଓ ମକର ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତ୍ରୟୋଦଶୀର ଏକୋଦ୍ଦିଷ୍ଟ |  ଯୋଗିନୀ ସ୍ଥିତି : ଦକ୍ଷିଣରେ, ଦିନ ୧/୫୨ ପରେ ପଶ୍ଚିମରେ, ଯାତ୍ରାଦି ଶୁଭକର୍ମ ନିଷେଧ | ଶୁଭକର୍ମ : ଗ୍ରହପୂଜା,ହୋମଦାନାଦି | ଶୁଭବେଳା : (ଅମୃତ) ଦିନ ୧/୭୨ ରୁ ୨/୫୦, ସଂଧ୍ୟା ୫/୫୪ ରୁ ୯/୨୨ | ଅଶୁଭବେଳା : ଦିନ ୨/୫୨  ରୁ ୫/୦୨ | ପୁଷ୍କରଦୋଷ : ନାହିଁ |