Odia Daily Panji 24th October 2017

ଅକ୍ଟୋବର ୨୪, ୨୦୧୭, ମଙ୍ଗଳବାର,ତୁଳା ୮ ଦିନ,କାର୍ତ୍ତିକ ୧୯ଦିନ

ସୂର୍ଯ୍ୟୋଦୟ : ୫/୪୮/୦୦, ସୂର୍ଯ୍ୟାସ୍ତ : ୫/୧୩/୪୩

ତିଥି : ଶୁକ୍ଳ ଚତୁର୍ଥୀ ମଳ ଦିନ ୭/୦୩ ପର୍ଯ୍ୟନ୍ତ | ଜ୍ୟେଷ୍ଠା ନକ୍ଷତ୍ର ସଂଧ୍ୟା ୬/୨୭ | ବିଛା ଚନ୍ଦ୍ର ୬/୨୭ | ଘାତବାର: ମକର ରାଶି | ଘାତଚନ୍ଦ୍ର : ନାହିଁ | ମେଷ,ମିଥୁନ,କର୍କଟ, ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପଞ୍ଚମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତ କୋଣରେ, ଦିନ  ୭/୩ ପରେ ଦକ୍ଷିଣରେ, ଯାତ୍ରାଦି ଶୁଭକର୍ମ ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୨୦ ରୁ ୧୧/୦୭, ରାତି ୭/୪୨ ରୁ ୮/୩୦, ୯/୨୩ ରୁ ୧୧/୫୫; (ମାହେନ୍ଦ୍ର) ଅସ୍ତରୁ ୭/୪୨ ମଧ୍ୟରେ | ଅଶୁଭବେଳା : ଦିନ ୧୨/୫୫  ରୁ ୨/୨୦ ମଧ୍ୟରେ | ପୁଷ୍କରଦୋଷ : ଏକପାଦ |