Odia Daily Panji 25th August 2017

Sri-Ganesh-PNG-Image

ଅଗଷ୍ଟ ୨୫,୨୦୧୭,ଶୁକ୍ରବାର ,ସିଂହ ୯ ଦିନ, ଭାଦ୍ରବ ୧୮ଦିନ

ଶ୍ରୀଗଣେଶ ପୂଜା, ହରିତାଳିକା ଚତୁର୍ଥୀ,

ସୂର୍ଯ୍ୟୋଦୟ: ୫/୩୩/୫, ସୂର୍ଯ୍ୟାସ୍ତ: ୬/୦୪/୩୪

ତିଥି: ଶୁକ୍ଳ ଚତୁର୍ଥୀ ରାତି ୭/୫୫ ପର୍ଯ୍ୟନ୍ତ | ହସ୍ତା ନକ୍ଷତ୍ର ଦିନ ୨/୪୦ ,କନ୍ୟା ଚନ୍ଦ୍ରରାତି ୩/୧୫ | ଘାତବାର: ବିଛା, ଧନୁ ଓ ମୀନ ରାଶି | ଘାତଚନ୍ଦ୍ର: ମିଥୁନ ରାଶି | ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସାରିକ ଶ୍ରାଦ୍ଧ : ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି: ନୈଋତ କୋଣରେ, ରାତି ୭/୫୫ ପରେ ଦକ୍ଷିଣରେ, ଯାତ୍ରା ନିଷେଧ |ଶୁଭକର୍ମ: ନାହିଁ | ଶୁଭବେଳା: (ଅମୃତ) ଦିନ ୧୦/୩୨ ରୁ ୧/୦୨ ଓ ରାତି ୧୨/୫୭ ରୁ ୩/୧୫ ମଧ୍ୟରେ | ଅଶୁଭବେଳା : ଦିନ ୨/୫୪ ରୁ ସଂଧ୍ୟା ୬/୦୧ ମଧ୍ୟରେ |

ପୁଷ୍କରଦୋଷ: ନାହିଁ |