Odia Daily Panji 25th December 2017

ଡିସେମ୍ବର ୨୫,୨୦୧୭, ସୋମବାର, ଧନୁ ୧୦ଦିନ, ପୌଷ ୨୨ଦିନ

ବଡଦିନ ପର୍ବ, ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ, ଶରଣ ଶେଷ

ମଦନ ମୋହନ ମାଲବ୍ୟ ଓ ବାଜପେୟୀ ଜୟନ୍ତୀ

ସୂର୍ଯ୍ୟୋଦୟ : ୬/୨୨/୨୪,   ସୂର୍ଯ୍ୟାସ୍ତ : ୫/୧୦/୩୬

ତିଥି : ଶୁକ୍ଳ ସପ୍ତମୀ ରାତି ୨/୧୬ | ପୂର୍ବ ଭାଦ୍ର ନକ୍ଷତ୍ର ରାତି ୧/୨୫,କୁମ୍ଭ ଚନ୍ଦ୍ର ରାତି ୭/୦୮ l ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ମିଥୁନ ଓ ମୀନ ରାଶି | ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ସପ୍ତମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ବାୟବ୍ୟ କୋଣରେ, ରାତି ୨/୧୬ ପରେ ଐଶାନ୍ୟରେ, ଯାତ୍ରା ଶୁଭ l  ଶୁଭକର୍ମ: ନାହିଁ | ଶୁଭବେଳା : (ଅମୃତ) ଦିନ ୯/୧୭ ରୁ ଦିନ ୧୧/୨୭, ରାତି ୭/୫୧ ରୁ ୧୧/୨୨ l ଅଶୁଭବେଳା : ଦିନ ୭/୪୫ ରୁ ଦିନ ୯/୦୭ |  ପୁଷ୍କରଦୋଷ : ରାତି ୧/୨୫ ମଧ୍ୟରେ ଦ୍ୱିପାଦ ତତ୍ପରେ ରାତି ୨/୧୭ ମଧ୍ୟରେ ଏକପାଦ |