Odia Daily Panji 25th February 2018

ଫେବୃଆରି ୨୫, ୨୦୧୮, ରବିବାର, କୁମ୍ଭ ୧୩ଦିନ, ଫାଲଗୁନ  ୨୫ଦିନ

ଶ୍ରୀମନ୍ଦିରରେ ଫଗୁ ଦଶମୀ, ଶ୍ରୀ ଜିଉଙ୍କ ଚାଚେରୀ ବେଶ

ସୂର୍ଯ୍ୟୋଦୟ : ୬/୧୩/୦୪,   ସୂର୍ଯ୍ୟାସ୍ତ : ୫/୪୬/୨୦

ତିଥି : ଶୁକ୍ଳ ଦଶମୀ ରାତି ୮/୦୫ l ମୃଗଶିରା ନକ୍ଷତ୍ର ଦିନ ୧୦/୧୨,ମିଥୁନ ଚନ୍ଦ୍ର ଅହୋରାତ୍ର l ଘାତବାର : ମେଷ ରାଶି |  ଘାତଚନ୍ଦ୍ର : କନ୍ୟା ରାଶି | ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଦଶମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ, ରାତି ୮/୦୫ ପରେ ଆଗ୍ନେୟ କୋଣରେ, ଯାତ୍ରା ନିଷେଧ l ଶୁଭକର୍ମ: ବିବାହ ପାଣିଗ୍ରହଣ | ଶୁଭବେଳା : (ଅମୃତ) ଦିନ ୬/୫୫ ରୁ ୧୦/୦୨, ରାତି ୭/୨୬  ରୁ ୯/୦୫ (ମାହେନ୍ଦ୍ର) ପ୍ରାତଃରୁ ଦିନ ୬/୫୫ ମଧ୍ୟରେ ଦିନ ୧/୦୮ ରୁ ୧/୫୫, ରାତି ୬/୩୭ ରୁ ୭/୨୬, ରାତି ୧୨/୨୨ ରୁ ୩/୪୦ l ଅଶୁଭବେଳା : ଦିନ ୧୦/୩୧ ରୁ ଦିନ ୧/୦୭ l   ପୁଷ୍କରଦୋଷ : ଏକପାଦ |