Odia Daily Panji 25th July 2017

ଜୁଲାଇ ୨୫,୨୦୧୭, ମଙ୍ଗଳବାର, କର୍କଟ ୧୦ଦିନ, ଶ୍ରାବଣ ୧୬ଦିନ

ସୂର୍ଯ୍ୟୋଦୟ : ୫/୨୩/୩୪,   ସୂର୍ଯ୍ୟାସ୍ତ : ୬/୨୨/୪୯

ତିଥି : ଶୁକ୍ଳ ଦ୍ୱିତୀୟା, ଦିନ ୯/୪୦ | ନକ୍ଷତ୍ର : ଅଶ୍ଳେଷା, ଦିନ ୬/୨୧ ମଘା କ୍ଷୟ ନିଶାନ୍ତ ୫/୧୨, କର୍କଟ ଚନ୍ଦ୍ର ଦିନ ୬/୨୦ | ଘାତବାର : ମକର ରାଶି | ଘାତଚନ୍ଦ୍ର : ନାହିଁ | ଚନ୍ଦ୍ରଶୁଦ୍ଧି : ଦିନ ୬/୧୧ ପରେ ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ, ଦିନ ୯/୪୦ ପରେ ଆଗ୍ନେୟ କୋଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୮/୦୦ ରୁ ୧୦/୩୫ ଓ ଦିନ ୧/୧୦ ରୁ ୨/୫୦ |  ଅଶୁଭବେଳା : ଦିନ ୭/୦୨ ରୁ ୮/୦୦ ମଧ୍ୟରେ |  ପୁଷ୍କରଦୋଷ : ଏକପାଦ |