Odia Daily Panji 25th September 2017

ସେପ୍ଟେମ୍ବର ୨୫, ୨୦୧୭, ସୋମବାର,କନ୍ୟା ୯ ଦିନ,ଆଶ୍ୱିନ ୧୯ଦିନ

ସୂର୍ଯ୍ୟୋଦୟ : ୫/୩୯/୪୫, ସୂର୍ଯ୍ୟାସ୍ତ : ୫/୩୭/୨୧

ତିଥି : ଶୁକ୍ଳ ପଞ୍ଚମୀ ଦିନ ୨/୧୭ ପର୍ଯ୍ୟନ୍ତ | ଅନୁରାଧା ନକ୍ଷତ୍ର ଅହୋରାତ୍ର,ବିଛା ଚନ୍ଦ୍ର ଅହୋରାତ୍ର | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ନାହିଁ | ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପଞ୍ଚମୀର ଏକୋଦ୍ଦିଷ୍ଟ |  ଯୋଗିନୀ ସ୍ଥିତି : ଦକ୍ଷିଣରେ, ଦିନ ୨/୧୭ ପରେ ପଶ୍ଚିମରେ,ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୧୬,ଦିନ ୮/୫୩ ରୁ ୧୧/୧୭, ରାତି ୭/୫୭ ରୁ ୧୧/୯ ଓ ୨/୨୧ ରୁ ୩/୦୯ | ଅଶୁଭବେଳା : ଦିନ ୭/୧୭ ରୁ ୮/୩୮ ଓ ୨/୨୨ ରୁ ୩/୪୯ |  ପୁଷ୍କରଦୋଷ : ନାହିଁ |