Odia Daily Panji 26th August 2017

ଅଗଷ୍ଟ ୨୬,୨୦୧୭,ଶନିବାର ,ସିଂହ ୧୦ ଦିନ, ଭାଦ୍ରବ ୧୯ଦିନ

ଋଷି ପଞ୍ଚମୀ,ନୂଆଖାଇ ପର୍ବ 

ମଦର ଟେରେସା ଜୟନ୍ତୀ

ସୂର୍ଯ୍ୟୋଦୟ: ୫/୩୩/୧୯, ସୂର୍ଯ୍ୟାସ୍ତ: ୬/୦୩/୪୫

ତିଥି: ଶୁକ୍ଳ ପଞ୍ଚମୀ ରାତି ୮/୩୯ | ଚିତ୍ରା ନକ୍ଷତ୍ର ଦିନ ୩/୫୫, ତୁଳା ଚନ୍ଦ୍ର ଅହୋରାତ୍ର | ଘାତବାର: ବୃଷ, ସିଂହ, କନ୍ୟା ରାଶି | ଘାତଚନ୍ଦ୍ର ନାହିଁ | ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ: ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଦକ୍ଷିଣରେ, ରାତି ୮/୩୯ ପରେ ପଶ୍ଚିମରେ, ଯାତ୍ରା ନିଷେଧ | ଶୁଭକର୍ମ: ନାହିଁ | ଶୁଭବେଳା: (ଅମୃତ) ଦିନ ୯/୪୩ ରୁ ୧/୦୧ ଓ ରାତି ୮/୧୫ ରୁ ୧୦/୩୫ | ଅଶୁଭବେଳା: ଅପରାହ୍‌ଣ ୪/୨୬ ରୁ ୫/୫୬ | ପୁଷ୍କରଦୋଷ: ଏକପାଦ |