Odia Daily Panji 26th December 2017

ଡିସେମ୍ବର ୨୬,୨୦୧୭, ମଙ୍ଗଳବାର, ଧନୁ ୧୧ଦିନ, ପୌଷ ୨୩ଦିନ

ସୂର୍ଯ୍ୟୋଦୟ : ୬/୨୨/୫୦,   ସୂର୍ଯ୍ୟାସ୍ତ : ୫/୧୧/୧୦

ତିଥି : ଶୁକ୍ଲ ଅଷ୍ଟମୀ ରାତି ୨/୧୭ | ଉତ୍ତରଭାଦ୍ର ନକ୍ଷତ୍ର  ରାତି ୨/୦୧, ମୀନଚନ୍ଦ୍ର ଅହୋରାତ୍ର | ଘାତବାର : ମକର ରାଶି | ଘାତଚନ୍ଦ୍ର : ଧନୁ ରାଶି | ବୃଷ,ମିଥୁନ,କର୍କଟ, କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଅଷ୍ଟମୀ ତିଥିର ଏକୋଦ୍ଦିଷ୍ଟ ଓ  ପାର୍ବଣ |  ଯୋଗିନୀ ସ୍ଥିତି : ଐଶାନ୍ୟ କୋଣରେ, ରାତି ୨/୧୭ ପରେ ପୂର୍ବରେ, ଯାତ୍ରା ନିଷେଧ |  ଶୁଭକର୍ମ: ନାହିଁ | ଶୁଭବେଳା : (ଅମୃତ) ଦିନ ୭/୫୧ ରୁ  ୧୧/୨୭, ରାତି  ୭/୫୨ ରୁ ୮/୪୫, ରାତି ୯/୩୬ ରୁ ୧୨/୧୬ |  ଅଶୁଭବେଳା : ଦିନ ୧/୧୧ ରୁ  ଦିନ ୨/୩୨, ରାତି ୬/୫୩ ରୁ ୭/୫୧ |  ପୁଷ୍କରଦୋଷ : ଏକପାଦ |