Odia Daily Panji 26th February 2018

ଫେବୃଆରି ୨୬, ୨୦୧୮, ସୋମବାର, କୁମ୍ଭ ୧୪ଦିନ, ଫାଲଗୁନ ୨୬ ଦିନ

ପାପନାଶିନୀ ଏକାଦଶୀ, ପାପନାଶିନୀ ସ୍ନାନ

ସୂର୍ଯ୍ୟୋଦୟ : ୬/୧୨/୨୧,   ସୂର୍ଯ୍ୟାସ୍ତ : ୫/୪୬/୪୩

ତିଥି : ଶୁକ୍ଳ ଏକାଦଶୀ ସନ୍ଧ୍ୟା ୫/୨୫ | ଆର୍ଦ୍ରା ନକ୍ଷତ୍ର ଦିନ ୮/୩୩, ମିଥୁନ ଚନ୍ଦ୍ର ରାତି ୧/୦୧ | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : କନ୍ୟା ରାଶି, ରାତି ୧/୦୧ ପରେ ନାହିଁ | ଗତ ଦିବସ ରାଶିମାନଙ୍କର, ରାତି ୧/୦୧ ପରେ ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି  l ସାମ୍ବତ୍ସରିକ ଶ୍ରାଦ୍ଧ : ଏକାଦଶୀ ତିଥିର ଏକୋଦ୍ଦିଷ୍ଟ ଓ  ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ସନ୍ଧ୍ୟା ୫/୨୫ ପରେ ନୈଋତରେ,ଯାତ୍ରା ନିଷେଧ l  ଶୁଭକର୍ମ: ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୪୧ ମଧ୍ୟରେ, ଦିନ ୧୦/୪୮ ରୁ ୧/୦୮, ରାତି  ୬/୩୭ ରୁ ୯/୦୫, ରାତି ୧୧/୩୩ ରୁ ୨/୫୦ (ମାହେନ୍ଦ୍ର) ଦିନ ୩/୨୮ ରୁ ୫/୦୧ |  ଅଶୁଭବେଳା : ଦିନ ୭/୪୧ ରୁ  ୯/୦୩, ଦିନ ୨/୫୩ ରୁ ୩/୨୭ l  ପୁଷ୍କରଦୋଷ : ଦିନ ୮/୩୩ ପରେ ଏକପାଦ, ପୁନଶ୍ଚ ସନ୍ଧ୍ୟା ୫/୨୫ ପରେ ଦ୍ୱିପାଦ |