Odia Daily Panji 26th July 2017

ଜୁଲାଇ ୨୬,୨୦୧୭, ବୁଧବାର, କର୍କଟ ୧୧ଦିନ, ଶ୍ରାବଣ ୧୭ଦିନ

ଗୋଦାବରୀଶ ମିଶ୍ର ଓ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଶ୍ରାଦ୍ଧ

ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠା ଦିବସ

ସୂର୍ଯ୍ୟୋଦୟ : ୫/୨୩/୫୭,   ସୂର୍ଯ୍ୟାସ୍ତ : ୬/୨୨/୨୭

ତିଥି : ଶୁକ୍ଳ ତୃତୀୟା, ଦିନ ୭/୫୦ | ନକ୍ଷତ୍ର : ପୂର୍ବ ଫାଲ୍‌ଗୁନୀ, ରାତି ୪/୨୫, ସିଂହ ଚନ୍ଦ୍ର ଅହୋରାତ୍ର | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : କର୍କଟ ଓ ମକର ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତରେ, ଦିନ ୬/୨୧ ଗତେ ଦକ୍ଷିଣରେ, ଯାତ୍ରା ଶୁଭ |  ଶୁଭକର୍ମ : ଅନ୍ନପ୍ରାଶନ, ନାମ କରଣ, ଦେବତାଗଠନ, ନବବସ୍ତ୍ର ପରିଧାନ, ହଳପ୍ରବାହ, ବୀଜବପନ | ଶୁଭବେଳା : (ଅମୃତ) ରାତି ୧୨/୫୫  ରୁ ୩/୧୩, (ମାହେନ୍ଦ୍ର) ପ୍ରାତଃରୁ ୭/୯ ମଧ୍ୟରେ, ଦିନ ୧୦/୩୫ ରୁ ୧/୧୦ |  ଅଶୁଭବେଳା : ଦିନ ୩/୦୬ ରୁ ସନ୍ଧ୍ୟା ୬/୨୦ |  ପୁଷ୍କରଦୋଷ : ଏକପାଦ |