Odia Daily Panji 26th June 2017

ଜୁନ ୨୬,୨୦୧୭, ସୋମବାର, ମିଥୁନ ୧୨ଦିନ, ଆଷାଢ ୧୭ଦିନ ଇଦୁଲ ଫିତର ସୂର୍ଯ୍ୟୋଦୟ : ୫/୧୩/୩୮,   ସୂର୍ଯ୍ୟାସ୍ତ : ୬/୨୫/୧୮ ତିଥି : ଶୁକ୍ଳ ତୃତୀୟା ରାତି ୧୦/୧୦ | ନକ୍ଷତ୍ର : ପୁଷ୍ୟା, ରାତି ୯/୫୫, କର୍କଟ ଚନ୍ଦ୍ର ଅହୋରାତ୍ର  | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ନାହିଁ | ଚନ୍ଦ୍ରଶୁଦ୍ଧି : ବୃ୍ଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ ଓ ମୀନ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ତୃତୀୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ରାତ୍ର ୧୦/୧୦ ପରେ ନୈଋତରେ, ଯାତ୍ରା ଶୁଭ |  ଶୁଭକର୍ମ : ଗୃହାରମ୍ଭ ଓ ପ୍ରତିଷ୍ଠା, ନୂତନ ଯାନ ଆରୋହଣ, ବ୍ରତୋପନୟନ, ଅନ୍ନପ୍ରାଶନ, କାନଫୋଡ଼ା, ଜଳାଶୟ ଆରମ୍ଭ ଓ ପ୍ରତିଷ୍ଠା | ଶୁଭବେଳା : (ଅମୃତ) ଦିନ ୮/୪୬ ରୁ ୧୦/୩୦, ରାତି ୯/୧୫ ରୁ ୧୨/୧୨ |  ଅଶୁଭବେଳା : ସକାଳ ୬/୫୫ ରୁ ୮/୩୦ |  ପୁଷ୍କରଦୋଷ : ଏକପାଦ |