Odia Daily Panji 26th March 2018

ମାର୍ଚ୍ଚ ୨୬, ୨୦୧୮, ସୋମବାର, ମୀନ ୧୨ଦିନ, ଚୈତ୍ର ୨୫ଦିନ

ବାସନ୍ତିକ ଦଶହରା

ସୂର୍ଯ୍ୟୋଦୟ : ୫/୪୯/୨୪,   ସୂର୍ଯ୍ୟାସ୍ତ : ୫/୫୫/୨୬

ତିଥି : ଶୁକ୍ଲ ନବମୀ ଦିନ ୫/୫୫, ଦଶମୀ (କ୍ଷୟ) ରାତି ୩/୪୪ l ପୁନର୍ବସୁ ନକ୍ଷତ୍ର ଦିନ ୧/୨୮,ମିଥୁନ ଚନ୍ଦ୍ର ଦିନ ୭/୫୦ l ଘାତବାର : ମିଥୁନ ରାଶି |  ଘାତଚନ୍ଦ୍ର : କନ୍ୟା ରାଶି | ବୃଷ,ମିଥୁନ,କର୍କଟ, ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଦଶମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ପ୍ରାତଃ ୫/୫୫ ପରେ ଉତ୍ତରରେ, ଯାତ୍ରା ନିଷେଧ l ଶୁଭକର୍ମ: ନାହିଁ  | ଶୁଭବେଳା : (ଅମୃତ) ଦିନ ୧୦/୩୭ ରୁ ୧/୦୩, ସନ୍ଧ୍ୟା ୬/୪୩ ରୁ ରାତି ୯/୦୫ (ମାହେନ୍ଦ୍ର) ଦିନ ୩/୩୦ ରୁ ୫/୦୭ l  ଅଶୁଭବେଳା : ଦିନ ୭/୧୫ ରୁ ୮/୪୭, ଦିନ ୨/୫୩ ରୁ ଦିନ  ୩/୨୭ l  ପୁଷ୍କରଦୋଷ : ଦିନ  ୧/୨୮ ମଧ୍ୟରେ ଏକପାଦ |