Odia Daily Panji 26th October 2017

ଅକ୍ଟୋବର ୨୬, ୨୦୧୭, ଗୁରୁବାର,ତୁଳା ୧୦ଦିନ,କାର୍ତ୍ତିକ ୨୧ଦିନ

ଶନି ଚଳନ

ସୂର୍ଯ୍ୟୋଦୟ : ୫/୪୮/୫୦,   ସୂର୍ଯ୍ୟାସ୍ତ : ୫/୧୨/୨୫

ତିଥି : ଶୁକ୍ଳ ଷଷ୍ଠୀ ଦିନ୧୨/୧୫ ପର୍ଯ୍ୟନ୍ତ | ପୂର୍ବଷାଢା ନକ୍ଷତ୍ର ରାତି ୧୨/୩୫,ଧନୁ ଚନ୍ଦ୍ର ଅହୋରାତ୍ର ୧୦/୨୮ | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : କର୍କଟ ଓ ମକର ରାଶି | ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ବିଛା,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତରେ, ରାତି ୧୨/୨୧ ପରେ  ଦକ୍ଷିଣରେ ଯାତ୍ରାଦି ଶୁଭକର୍ମ ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୮/୫୦ ରୁ ୧୧/୦୮ ଓ ରାତି ୭/୪୫ ରୁ ୧୧/୦୬ | ଅଶୁଭବେଳା : ଦିନ ୭/୧୩ ରୁ ୮/୪୯ |  ପୁଷ୍କରଦୋଷ : ଏକପାଦ |