Odia Daily Panji 27th August 2017

ଅଗଷ୍ଟ ୨୭,୨୦୧୭,ରବିବାର ,ସିଂହ ୧୧ ଦିନ, ଭାଦ୍ରବ ୨୦ଦିନ

ଷଷ୍ଠୀ ଓଷା,ସୋମନାଥ ବ୍ରତ, ଶ୍ରୀମନ୍ଦିରରେ ବିମ୍ବାସୁର ବଧ

ସୂର୍ଯ୍ୟୋଦୟ: ୫/୩୩/୩୪, ସୂର୍ଯ୍ୟାସ୍ତ: ୬/୨/୫୫

ତିଥି: ଶୁକ୍ଳ ଷଷ୍ଠୀ ରାତି ୧୦/୦୪ ପର୍ଯ୍ୟନ୍ତ | ସ୍ୱାତୀ ନକ୍ଷତ୍ର ସଂଧ୍ୟା ୫/୫୩, ତୁଳା ଚନ୍ଦ୍ର ଅହୋରାତ୍ର | ଘାତବାର: ମେଷ ରାଶି | ଘାତଚନ୍ଦ୍ର: ନାହିଁ | ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ: ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ପଶ୍ଚିମରେ, ରାତି ୧୦/୪ ପରେ ବାୟବ୍ୟ କୋଣରେ, ଯାତ୍ରା ନିଷେଧ | ଶୁଭକର୍ମ: ଅନ୍ନପ୍ରାଶନ, ନାମକରଣ, ଦେବତାଗଠନ, ଅଳଙ୍କାରଧାରଣା | ଶୁଭବେଳା : (ଅମୃତ) ଦିନ ୬/୨୫ ରୁ ୯/୪୦, ରାତି ୭/୩୦ ରୁ ୯/୦୪ | ଅଶୁଭବେଳା: ଦିନ ୧୦/୧୨ ରୁ ୧/୨୦| ପୁଷ୍କରଦୋଷ: ଏକପାଦ, ସଂଧ୍ୟା ୫/୫୩ ପରେ ଦ୍ୱିପାଦ, ରାତି ୧୦/୪ ପରେ ତିନି ପାଦ |