Odia Daily Panji 27th December 2017

ଡିସେମ୍ବର ୨୭,୨୦୧୭, ବୁଧବାର, ଧନୁ ୧୨ଦିନ, ପୌଷ ୨୪ଦିନ

ସୂର୍ଯ୍ୟୋଦୟ : ୬/୨୩/୧୬,   ସୂର୍ଯ୍ୟାସ୍ତ : ୫/୧୧/୪୦

ତିଥି : ଶୁକ୍ଳ ନବମୀ ରାତି ୧/୩୫ | ରେବତୀ ନକ୍ଷତ୍ର ରାତି ୧/୫୭, ମୀନ ଚନ୍ଦ୍ର ରାତି ୧/୫୭ | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ଧନୁ ରାଶି | ମେଷ,ମିଥୁନ, କର୍କଟ,ସିଂହ, ତୁଳା,ବିଛା,ଧନୁ, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ନବମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ରାତି ୧/୩୫ ପରେ ଉତ୍ତରରେ ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୫୧ ରୁ ୮/୩୫, ଦିନ ୧୦/୪୫ ରୁ ୧୨/୫୫, ସନ୍ଧ୍ୟା ୬/୦୭ ରୁ ୭/୦୦ |  ଅଶୁଭବେଳା : ଦିନ ୯/୦୭ ରୁ ଦିନ ୧୦/୨୮ |  ପୁଷ୍କରଦୋଷ : ନାହିଁ |