Odia Daily Panji 27th February 2018

ଫେବୃଆରି ୨୭, ୨୦୧୮, ମଙ୍ଗଳବାର, କୁମ୍ଭ ୧୫ଦିନ, ଫାଲଗୁନ ୨୭ ଦିନ

ଗୋବିନ୍ଦ ଦ୍ୱାଦଶୀ ସ୍ନାନ, ବୈଷ୍ଣବ ସମ୍ମତ ଏକାଦଶୀ

ସୂର୍ଯ୍ୟୋଦୟ : ୬/୧୧/୩୮,   ସୂର୍ଯ୍ୟାସ୍ତ : ୫/୪୭/୦୬

ତିଥି : ଶୁକ୍ଳ ଦ୍ୱାଦଶୀ ଦିନ ୨/୩୩ l ପୁନର୍ବସୁ ନକ୍ଷତ୍ର ପ୍ରାତଃ ୬/୨୮,କର୍କଟ ଚନ୍ଦ୍ର ଅହୋରାତ୍ର l ଘାତବାର : ମକର ରାଶି |  ଘାତଚନ୍ଦ୍ର : ନାହିଁ | ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ, ତ୍ରୟୋଦଶୀ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତରେ, ଦିନ ୨/୩୩ ପରେ ଦକ୍ଷିଣରେ ଯାତ୍ରା ନିଷେଧ l ଶୁଭକର୍ମ:ନାହିଁ | ଶୁଭବେଳା : (ଅମୃତ) ଦିନ ୮/୨୭ ରୁ ୧୦/୪୮, ଦିନ ୧/୦୮ ରୁ ୨/୪୧, ଦିନ ୩/୨୮ ରୁ ୫/୦୨, ଅସ୍ତରୁ ସନ୍ଧ୍ୟା ୬/୩୮ ମଧ୍ୟରେ, ରାତି ୯/୦୫ ରୁ ୧୧/୩୩,୨/୦୧ ରୁ ୩/୩୯ l ଅଶୁଭବେଳା : ଦିନ ୭/୩୫ ରୁ ୮/୨୬ l   ପୁଷ୍କରଦୋଷ : ତିନିପାଦ, ପ୍ରାତଃ ୬/୨୮ ପରେ ଦ୍ୱିପାଦ ପୁନଶ୍ଚ ଦିନ ୨/୩୩ ପରେ ଏକପାଦ |