Odia Daily Panji 27th January 2018

ଜାନୁୟାରୀ ୨୭,୨୦୧୮,ଶନିବାର, ମକର ୧୪ଦିନ, ମାଘ ୨୫ଦିନ ସୂର୍ଯ୍ୟୋଦୟ : ୬/୨୬/୫୭, ସୂର୍ଯ୍ୟାସ୍ତ : ୫/୩୧/୨୭

ତିଥି : ଶୁକ୍ଳ ଦଶମୀ ଦିନ ୧୧/୧୧ | କୃତ୍ତିକା ନକ୍ଷତ୍ର ପ୍ରାତଃ ୬/୩୫,ବୃଷ ଚନ୍ଦ୍ର ଅହୋରାତ୍ର | ଘାତବାର : ବୃଷ,ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : ବିଛା ରାଶି ଅହୋରାତ୍ର | ମେଷ,ବୃଷ,କର୍କଟ,ସିଂହ,କନ୍ୟା,ବିଛା,ଧନୁ,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଏକାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଉତ୍ତରରେ, ଦିନ୧୧/୧୧ ପରେ ଆଗ୍ନେୟ କୋଣରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧୦/୦୮ ରୁ ୧/୦୭, ରାତି ୮/୦୮ ରୁ ୧୦/୪୨ l ଅଶୁଭବେଳା : ପ୍ରାତଃରୁ ୭/୪୯ ମଧ୍ୟରେ, ଦିନ ୪/୧୧ ରୁ ୫/୩୪ | ପୁଷ୍କରଦୋଷ : ଦ୍ୱିପାଦ, ପ୍ରାତଃ ୬/୩୫ ପରେ ଏକପାଦ |