Odia Daily Panji 27th July 2017

ଜୁଲାଇ ୨୭,୨୦୧୭, ଗୁରୁବାର, କର୍କଟ ୧୨ଦିନ, ଶ୍ରାବଣ ୧୮ଦିନ

ଜାଗୁଳେଇ ପଞ୍ଚମୀ

ସୂର୍ଯ୍ୟୋଦୟ : ୫/୨୪/୧୯,   ସୂର୍ଯ୍ୟାସ୍ତ : ୬/୨୨/୦୪

ତିଥି : ଶୁକ୍ଳ ଚତୁର୍ଥୀ, ଦିନ ୬/୨୧ | ନକ୍ଷତ୍ର : ଉତ୍ତରା ଫାଲ୍‌ଗୁନୀ, ରାତି ୪/୪୬, ସିଂହ ଚନ୍ଦ୍ର ଦିନ ୧୦/୩୦ | ଘାତବାର : ତୁଳା ଓ କୁମ୍ଭରାଶି | ଘାତଚନ୍ଦ୍ର : କର୍କଟ ଓ ମକର ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପଞ୍ଚମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତ କୋଣରେ, ଦିନ ୬/୨୧ ଗତେ ଦକ୍ଷିଣରେ, ଯାତ୍ରା ଶୁଭ |  ଶୁଭକର୍ମ : ଅନ୍ନପ୍ରାଶନ, ନାମ କରଣ, ଦେବତାଗଠନ, ନବବସ୍ତ୍ର ପରିଧାନ, ହଳପ୍ରବାହ, ବୀଜବପନ | ଶୁଭବେଳା : (ଅମୃତ) ରାତି ୧୨/୫୫  ରୁ ୩/୧୩, (ମାହେନ୍ଦ୍ର) ପ୍ରାତଃରୁ ୭/୦୯ ଓ ଦିନ ୧୦/୩୫ ରୁ ୧/୧୦ ମଧ୍ୟରେ  |  ଅଶୁଭବେଳା : ଦିନ ୩/୦୬ ରୁ ସନ୍ଧ୍ୟା ୬/୨୦ |  ପୁଷ୍କରଦୋଷ : ଏକପାଦ |