Odia Daily Panji 27th March 2018

ମାର୍ଚ୍ଚ ୨୭, ୨୦୧୮, ମଙ୍ଗଳବାର, ମୀନ ୧୩ଦିନ, ଚୈତ୍ର ୨୬ଦିନ

ସର୍ବସମ୍ମତ କାମଦା ଏକାଦଶୀ,ଶ୍ରୀମନ୍ଦିରରେ ସୀତା ବିବାହ,

ମା’ ତାରାତାରିଣୀ ଓ ମଙ୍ଗଳାଙ୍କ ଶେଷପାଳି ଯାତ୍ରା

ସୂର୍ଯ୍ୟୋଦୟ : ୫/୪୮/୩୨,   ସୂର୍ଯ୍ୟାସ୍ତ : ୫/୫୫/୪୬

ତିଥି : ଶୁକ୍ଲ ଏକାଦଶୀ ରାତି ୧/୨୧ l ପୁଷ୍ୟା ନକ୍ଷତ୍ର ଦିନ ୧୧/୫୫, କର୍କଟ ଚନ୍ଦ୍ର ଅହୋରାତ୍ର l ଘାତବାର : ମକର ରାଶି |  ଘାତଚନ୍ଦ୍ର : ନାହିଁ | ବୃଷ,ମିଥୁନ,କର୍କଟ, ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଏକାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣକୁ ରାତି ୧/୨୧ ପରେ ନୈଋତ କୋଣକୁ, ଯାତ୍ରା ନିଷେଧ l ଶୁଭକର୍ମ: ବ୍ରତୋପନୟନ  | ଶୁଭବେଳା : (ଅମୃତ) ଦିନ ୮/୧୦  ରୁ ୧୦/୩୭,ଦିନ ୧/୦୩ ରୁ ୨/୪୧, ଦିନ ୩/୩୦ ରୁ ୫/୦୫ l ଅଶୁଭବେଳା : ଦିନ ୭/୧୫ ରୁ ଦିନ ୮/୦୯ l  ପୁଷ୍କରଦୋଷ : ଏକପାଦ, ଦିନ ୧/୨୧ ପରେ  ଦ୍ୱିପାଦ |