Odia Daily Panji 27th September 2017

ସେପ୍ଟେମ୍ବର ୨୭, ୨୦୧୭, ବୁଧବାର,କନ୍ୟା ୧୧ଦିନ, ଆଶ୍ୱିନ ୨୧ଦିନ

ମୃଣ୍ମୟୀ ଦେବୀଙ୍କ ସପ୍ତମୀ,ପୀଠେ ମହାଷ୍ଟମୀ,

ଭାଇ ଜୀଉନ୍ତିଆ,ବିଶ୍ୱ ପର୍ଯ୍ୟଟନ ଦିବସ

                                                                     ସୂର୍ଯ୍ୟୋଦୟ : ୫/୪୦/୧୧, ସୂର୍ଯ୍ୟାସ୍ତ : ୫/୩୫/୩୩

ତିଥି : ଶୁକ୍ଳ ସପ୍ତମୀ ରାତି ୬/୪୫ ପର୍ଯ୍ୟନ୍ତ | ଜ୍ୟେଷ୍ଠା ନକ୍ଷତ୍ର ଦିନ ୧୦/୩୨ ଓ ବିଛା ଚନ୍ଦ୍ର ଦିନ ୧୦/୩୨ ପର୍ଯ୍ୟନ୍ତ | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ଦିନ ୧୦/୩୨ ପରେ ତୁଳା ଓ କୁମ୍ଭ ରାଶି | ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ବାୟବ୍ୟରେ, ରାତି ୬/୪୫ ପରେ ଐଶାନ୍ୟରେ, ଯାତ୍ରା ଶୁଭ | ଶୁଭକର୍ମ : ଧାନ୍ୟଚ୍ଛେଦନ ଓ ସ୍ଥାପନ, ବାଣିଜ୍ୟକରଣ| ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୬/୨୯, ୭/୧୭ ରୁ ୮/୫, ୧୦/୨୯ ରୁ ୧୨/୫୩, ୬/୩୧ ରୁ ୭/୧୯, ରାତି ୮/୫୩  ରୁ ୩/୨୨ | (ମାହେନ୍ଦ୍ର) ପ୍ରାତଃ ୬/୨୯ ରୁ ୭/୧୭, ଦିନ ୧/୪୧ ରୁ ୪/୦୫ | ଅଶୁଭବେଳା : ଦିନ ୮/୩୭ ରୁ ୧୦/୫,ଦିନ ୧୧/୩୦ ରୁ ୧୨/୫୩ |  ପୁଷ୍କରଦୋଷ : ରାତି  ୬/୪୫ ମଧ୍ୟରେ ଏକପାଦ |