Odia Daily Panji 28th August 2017

ଅଗଷ୍ଟ ୨୮,୨୦୧୭,ସୋମବାର ,ସିଂହ ୧୨ ଦିନ, ଭାଦ୍ରବ ୨୧ଦିନ

କୁକ୍କଟୀ ବ୍ରତ,ଲଳିତା ସପ୍ତମୀ,କେକେଶୀ ବଧ

ସୂର୍ଯ୍ୟୋଦୟ: ୫/୩୩/୪୮, ସୂର୍ଯ୍ୟାସ୍ତ: ୬/୦୨/୦୨

ତିଥି: ଶୁକ୍ଲ ସପ୍ତମୀ ରାତି ୧୨/୦୭ ପର୍ଯ୍ୟନ୍ତ | ବିଶାଖା ନକ୍ଷତ୍ର ରାତି ୮/୨୫,ତୁଳାଚନ୍ଦ୍ର ଦିନ ୧/୪୭ | ଘାତବାର: ମିଥୁନ ରାଶି | ଘାତଚନ୍ଦ୍ର ନାହିଁ | ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ: ସପ୍ତମୀ ତିଥିରେ ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ବାୟବ୍ୟ କୋଣରେ, ରାତି ୧୨/୦୭ ପରେ ଐଶାନ୍ୟରେ,ଯାତ୍ରା ନିଷେଧ | ଶୁଭକର୍ମ: ଅନ୍ନପ୍ରାଶନ,ନୌକାଗଠନ, ବାଣିଜ୍ୟକରଣ, ନବବସ୍ତ୍ର ପରିଧାନ | ଶୁଭବେଳା: (ଅମୃତ) ଦିନ ୧୦/୩୨ ରୁ ୧/୦୦, ରାତି ୬/୪୫ ରୁ ୯/୦୩ | ଅଶୁଭବେଳା: ଦିନ ୭/୦୭ ରୁ ୮/୪୦ | ପୁଷ୍କରଦୋଷ: ଦ୍ୱିପାଦ, ରାତି ୮/୨୫ ପରେ ଓ ୧୨/୦୭ ମଧ୍ୟରେ ଏକପାଦ |