Odia Daily Panji 28th December 2017

ଡିସେମ୍ବର ୨୮,୨୦୧୭, ଗୁରୁବାର, ଧନୁ ୧୩ଦିନ, ପୌଷ ୨୫ଦିନ

ଶାମ୍ବ ଦଶମୀ,ସୁଦଶା ବ୍ରତ

ସୂର୍ଯ୍ୟୋଦୟ : ୬/୨୩/୪୧,   ସୂର୍ଯ୍ୟାସ୍ତ : ୫/୧୨/୧୭

ତିଥି : ଶୁକ୍ଳ ଦଶମୀ ରାତି ୧୨/୦୪ | ଅଶ୍ୱିନୀ ନକ୍ଷତ୍ର ରାତି ୧/୦୪, ମେଷ ଚନ୍ଦ୍ର ଅହୋରାତ୍ର | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : ମେଷ ରାଶି | ମେଷ,ମିଥୁନ, କର୍କଟ, ସିଂହ,ତୁଳା, ବିଛା, ଧନୁ,କୁମ୍ଭ  ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦଶମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ  | ଯୋଗିନୀ ସ୍ଥିତି : ଉତ୍ତରରେ, ୨/୦୪ ପରେ ଆଗ୍ନେୟ କୋଣରେ, ଯାତ୍ରା ନିଷେଧ | ଶୁଭକର୍ମ : ଶ୍ରୀ ସୂର୍ଯ୍ୟନାରାୟଣଙ୍କ ପୂଜା, ନାମକରଣ,ବାଣିଜ୍ୟକରଣ,ଅନ୍ନପ୍ରାଶନ,ନୌକାଗଠନ,ଦେବତାଗଠନ,ନୂତନ ଯାନ ଆହୋରଣ,ନବବସ୍ତ୍ର ଅଳଙ୍କାର ଧାରଣ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୫୧ ମଧ୍ୟରେ, ଦିନ ୧/୩୮ ରୁ ଦିନ ୩/୦୫, ସନ୍ଧ୍ୟା  ୬/୦୮ ରୁ ରାତି ୯/୩୯ l  ଅଶୁଭବେଳା : ଦିନ ୩/୦୬ ରୁ ୫/୧୫ | ପୁଷ୍କରଦୋଷ : ନାହିଁ l