Odia Daily Panji 28th February 2018

ଫେବୃଆରି ୨୮, ୨୦୧୮, ବୁଧବାର, କୁମ୍ଭ ୧୬ଦିନ, ଫାଲଗୁନ ୨୮ଦିନ

ଶିବ ଚତୁର୍ଦ୍ଦଶୀ  ଉପବାସ ଓ ବେଢା ପରିକ୍ରମା, ରାଜାଗ୍ନି ଉତ୍ସବ

ସୂର୍ଯ୍ୟୋଦୟ : ୬/୧୦/୫୪,   ସୂର୍ଯ୍ୟାସ୍ତ : ୫/୪୭/୨୮

ତିଥି : ଶୁକ୍ଳ ତ୍ରୟୋଦଶୀ ଦିନ  ୧୧/୪୦ | ଅଶ୍ଲେଷା ନକ୍ଷତ୍ର ରାତି ୨/୦୯, କର୍କଟ ଚନ୍ଦ୍ର ରାତି ୨/୦୯ l ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ନାହିଁ | ଗତ ଦିବସ ରାଶିମାନଙ୍କର,ରାତି ୨/୦୯ ପରେ ମେଷ,ମିଥୁନ,କର୍କଟ,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି  l ସାମ୍ବତ୍ସରିକ ଶ୍ରାଦ୍ଧ : ତ୍ରୟୋଦଶୀ ତିଥିର ଏକୋଦ୍ଦିଷ୍ଟ ଓ ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ  ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ,ଦିନ ୧୧/୪୦ ପରେ ପଶ୍ଚିମରେ,ଯାତ୍ରା ଶୁଭ l  ଶୁଭକର୍ମ: ବାଣିଜ୍ୟକରଣ, ଧାନ୍ୟଛେଦନ,ନୌକା ଗଠନ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୪୦ ମଧ୍ୟରେ, ଦିନ ୧୦/୦୧ ରୁ ୧୧/୩୪, ୩/୨୮ରୁ ୫/୦୨, ସନ୍ଧ୍ୟା  ୬/୩୮ ରୁ ରାତି ୯/୦୫, ରାତି ୨/୦୦ ରୁ ନିଶାନ୍ତ ୬/୦୬  (ମାହେନ୍ଦ୍ର)  ଦିନ ୧/୫୫ ରୁ ୩/୨୮, ରାତି ୯/୦୫ ରୁ ୧୦/୪୪ |  ଅଶୁଭବେଳା : ଦିନ ୯/୦୨ ରୁ ୧୦/୦୦, ଦିନ ୧୧/୫୮ ରୁ ୧/୨୬ l  ପୁଷ୍କରଦୋଷ : ନାହିଁ |