Odia Daily Panji 28th January 2018

ଜାନୁୟାରୀ ୨୮,୨୦୧୮,ରବିବାର, ମକର  ୧୫ଦିନ, ମାଘ ୨୬ଦିନ

ଭୌମୀ ଏକାଦଶୀ, ରବିନାରାୟଣ ବ୍ରତ,

ମହାପୁରୁଷ ଅଚ୍ୟୁତାନନ୍ଦ ଓ ଲାଲା ଲଜପତଙ୍କ ଜୟନ୍ତୀ

ସୂର୍ଯ୍ୟୋଦୟ : ୬/୨୬/୪୪,   ସୂର୍ଯ୍ୟାସ୍ତ : ୫/୩୨/୦୪

ତିଥି : ଶୁକ୍ଳ ଏକାଦଶୀ ଦିନ ୮/୨୮ | ମୃଗଶିରା ନକ୍ଷତ୍ର ରାତି ୨/୧୭, ବୃଷଚନ୍ଦ୍ର ଦିନ ୩/୩୧ | ଘାତବାର : ମେଷ ରାଶି | ଘାତଚନ୍ଦ୍ର : ବିଛା ରାଶି | ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ ଦିନ ୮/୨୮ ପରେ ନୈଋତ କୋଣରେ, ଯାତ୍ରା ନିଷେଧ l  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୦୯ ରୁ ୧୦/୦୮,ରାତି ୭/୧୭ ରୁ ୯/୦୦ (ମାହେନ୍ଦ୍ର) ପ୍ରାତଃରୁ ଦିନ ୭/୦୯ ମଧ୍ୟରେ, ଦିନ ୧/୦୭ ରୁ  ୧/୫୧ l ଅଶୁଭବେଳା : ଦିନ ୯/୩୬ ରୁ ୧/୦୬ l  ପୁଷ୍କରଦୋଷ : ଏକପାଦ, ଦିନ ୮/୨୮ ପରେ ଦ୍ୱିପାଦ |