Odia Daily Panji 28th July 2017

ଜୁଲାଇ ୨୮,୨୦୧୭, ଶୁକ୍ରବାର, କର୍କଟ ୧୩ଦିନ, ଶ୍ରାବଣ ୧୯ଦିନ

ସୂର୍ଯ୍ୟୋଦୟ : ୫/୨୪/୪୦,   ସୂର୍ଯ୍ୟାସ୍ତ : ୬/୨୧/୪୨

ତିଥି : ଶୁକ୍ଳ ପଞ୍ଚମୀ, ରାତି ୬/୦୦ ପର୍ଯ୍ୟନ୍ତ | ନକ୍ଷତ୍ର : ହସ୍ତା ଅହୋରାତ୍ର  କନ୍ୟା ଚନ୍ଦ୍ର ଅହୋରାତ୍ର | ଘାତବାର : ବିଛା, ଧନୁ, ଓ ମୀନ ରାଶି | ଘାତଚନ୍ଦ୍ର : ମିଥୁନ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ, ପ୍ରାତଃ ୬ ପରେ ପଶ୍ଚିମରେ, ଯାତ୍ରା ଶୁଭ |  ଶୁଭକର୍ମ : ଅନ୍ନପ୍ରାଶନ, ନିଷ୍କ୍ରମଣ, ଅଳଙ୍କାର ଧାରଣ, ଦେବତାଗଠନ, ନବବସ୍ତ୍ର ପରିଧାନ, ଦୀକ୍ଷା ଗ୍ରହଣ | ଶୁଭବେଳା : (ଅମୃତ) ଦିନ ୮ରୁ ୧୦/୩୫, ଦିନ ୧/୧୦ ରୁ ୨/୫୩, ଦିନ ୪/୩୫ ରୁ ସଂଧ୍ୟା ୬/୧୯ |  ଅଶୁଭବେଳା : ଦିନ ୧୦/୩୬ ରୁ ୧୧/୫୩ ମଧ୍ୟେ |  ପୁଷ୍କରଦୋଷ : ନାହିଁ |