Odia Daily Panji 28th June 2017

ଜୁନ ୨୮,୨୦୧୭ ବୁଧବାର, ମିଥୁନ ୧୪ଦିନ, ଆଷାଢ ୧୯ଦିନ

ଇଦୁଲ ଫିତର

ସୂର୍ଯ୍ୟୋଦୟ : ୫/୧୪/୧୦,   ସୂର୍ଯ୍ୟାସ୍ତ : ୬/୨୫/୩୫

ତିଥି : ଶୁକ୍ଳ ପଞ୍ଚମୀ ସଂନ୍ଧ୍ୟା ୬/୧୦ | ନକ୍ଷତ୍ର : ମଘା ରାତି ୭/୩୪, ସିଂହ ଚନ୍ଦ୍ର ଅହୋରାତ୍ର  | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : କର୍କଟ ଓ ମକର ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ପଞ୍ଚମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ, ସନ୍ଧ୍ୟା ୬/୧୦ ପରେ ପଶ୍ଚିମରେ, ଯାତ୍ରା ଶୁଭ |  ଶୁଭକର୍ମ : ବିବାହ, ପାଣିଗ୍ରହଣ, ଅନ୍ନପ୍ରାଶନ, ଜଳାଶୟ ଆରମ୍ଭ | ଶୁଭବେଳା : (ଅମୃତ) ଦିନ ୯/୩୮ ରୁ ୧୨/୧୫, ଦିନ ୩/୪୫ ରୁ ୪/୪୦, ଅସ୍ତରୁ ରାତି ୭/୧୦; (ମାହେନ୍ଦ୍ର) ୨/୫୦ ରୁ ୩/୪୫ |  ଅଶୁଭବେଳା : ସକାଳ ୬/୫୦ ରୁ ୮/୩୩ |  ପୁଷ୍କରଦୋଷ : ନାହିଁ |