Odia Daily Panji 28th March 2018

ମାର୍ଚ୍ଚ ୨୮, ୨୦୧୮, ବୁଧବାର, ମୀନ ୧୪ଦିନ, ଚୈତ୍ର ୨୭ଦିନ

ଶ୍ରୀ ମନ୍ଦିରରେ ବନବାସ ଓ କନ୍ଦର୍ପ ଅଧିବାସ

ସୂର୍ଯ୍ୟୋଦୟ : ୫/୪୬/୪୦,   ସୂର୍ଯ୍ୟାସ୍ତ : ୫/୫୫/୫୮

ତିଥି : ଶୁକ୍ଲ ଦ୍ୱାଦଶୀ ରାତି ୧୧/୧୨ l ଅଶ୍ଲେଷା ନକ୍ଷତ୍ର ଦିନ ୧୦/୨୪,କର୍କଟ ଚନ୍ଦ୍ର ଦିନ ୧୦/୨୪ l ଘାତବାର : କର୍କଟ ରାଶି |  ଘାତଚନ୍ଦ୍ର : ନାହିଁ | ମେଷ, ମିଥୁନ,ସିଂହ, ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତ କୋଣରେ, ରାତି ୧୧/୧୨ ପରେ ଦକ୍ଷିଣରେ, ଯାତ୍ରା ନିଷେଧ l ଶୁଭକର୍ମ: ବ୍ରତୋପନୟନ  | ଶୁଭବେଳା : (ଅମୃତ) ଦିନ ୯/୪୭ ରୁ ୧୧/୨୫, ଦିନ ୩/୩୦ ରୁ ୫/୦୮, (ମାହେନ୍ଦ୍ର) ଦିନ ୧/୦୨ ରୁ ଦିନ ୩/୩୦ l  ଅଶୁଭବେଳା : ଦିନ ୮/୪୬ ରୁ ୯/୪୫, ଦିନ ୧୧/୫୦ ରୁ ଦିନ  ୧/୨୨ l  ପୁଷ୍କରଦୋଷ : ଏକପାଦ, ରାତି  ୧୧/୧୨ ମଧ୍ୟରେ |